Odia News Portal

ବର୍ଷକରେ ସାଇବର ଠକ ନେଇଗଲେ ୧୩ କୋଟି

ଚଳିତ ବର୍ଷ ମୋଟ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା । ୧ କୋଟି ୨୩ ଲକ୍ଷ ୨୮୦୪ ଫେରିଛି । ୧.୪୬ କୋଟି ବ୍ଲକ ହୋଇଛି ।