Odia News Portal

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ନବୀନ ନିବାସ ଯାଇ ବିଜେଡିରେ ଯୋଗଦେଲେ । ପୂର୍ବରୁ ସଂତୃପ୍ତ ମିଶ୍ର ବହୁରଷ୍ଟ୍ରୀୟ କଂପାନିରେ କାମ କରୁଥଲେ ।