Odia News Portal

ଭୋଗି ଉତ୍ସବ ବେଳେ ଅଘଟଣ, ବାଣ ଫୁଟି ୪ ଗୁରୁତର

ଭୋଗି ଉତ୍ସବ ବେଳେ ଅଘଟଣ । ବାଣ ଫୁଟି ୪ ଗୁରୁତର ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ୟେଦୁ ସାହିରେ ଅଭାବନୀୟ ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ଏହାସହ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।