Odia News Portal

ମହାନଦୀରେ ଡ଼ଙ୍ଗା ବୁଡି ୭ ନିଖୋଜ, ଡଙ୍ଗାରେ ଥିଲେ ୫୦ ଜଣ

ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଲା ଡ଼ଙ୍ଗା l ଡ଼ଙ୍ଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ସୂଚନା ମିଳିଛି l ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଗୁଡିକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ୭ ଜଣ ନିଖୋଜ ଥିବା ସୂଚନା ମିଳିଛି ।