Odia News Portal

୧୧ରୁ ୩ କାମ କରାଇଲେ ଦଣ୍ଡ

ପ୍ରବଳ ଖରାରେ କାମ କରାଇବାକୁ କଡା ଭାବେ ବାରଣ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ଦିନ ୧୧ ଟାରୁ ୩ଟା ଭିତରେ ବାହାରେ କାମ କରାଇବାକୁ ମନା । ନିର୍ଦ୍ଦେଶ ଅବମାମନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ବିପର୍ଯ୍ୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।