ଆତୀଶ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ By Swadhikar News Last updated Sep 17, 2024 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତୀଶ ମରଲେନା l ଅରବିନ୍ଦ କେଜି୍ରୱାଲ ଙ୍କ ସ୍ଥାନରେ ଆତୀଶ l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ଆତିଶ ଙ୍କ ନା ଘୋଷଣା କଲେ ଅରବିନ୍ଦ କେଜି୍ରୱାଲ l ଆପ ବିଧାୟକ ଦଳ ବୈଠକ ରେ ଆତୀଶ ଙ୍କ ନା କୁ ମୋହର l swadhikarswadhikar news Share