Odia News Portal
Browsing Tag

chilika

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡ଼ି ଗଣତି

ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ…

ଚିଲିକାରେ ପଡିଲାଣି ବିଦେଶୀ ପକ୍ଷୀଙ୍କ ପାଦ

କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଅତିଥି ଆସି ଗଲେଣି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରିଛନ୍ତି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ । …

ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ; ଚିଲିକାରୁ ଗଲା ସାମ୍ପଲ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲ୍ୟୁ ଚିହ୍ନଟ ହେବା ପରେ ସକ୍ରିୟ ହୋଇଛନ୍ତି ରାଜ୍ୟ ସରକାର । ତୁରନ୍ତ ପଦକ୍ଷେପ ନେବାକୁ ଯାଇ ଚିଲିକାରୁ ପ୍ରାଥମିକ ଭାବେ ସାମ୍ପଲ ସଂଗ୍ରହ ହୋଇଛି । ପ୍ରାଣୀଧନ ବିଭାଗ ପକ୍ଷରୁ ଚିଲିକାରୁ ୪ଶହ ପକ୍ଷୀ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ…

ଚିଲିକାରେ ଫସିଲା ଭସାପୋଲ

ଚିଲିକା () ଚିଲିକା ମଝିରେ ଫସି ଅଟକ ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଏହି ଭସାପୋଲରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ପୋଲରେ ଗୋଟିଏ ବସ ସହ କିଛି ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି ।