Odia News Portal

ଦେବୀ ମିଶ୍ରଙ୍କ ଦୃଢ଼ୋକ୍ତି, ବିଜେଡିର ହେବ ବଡ଼ ବିଜୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଜବାବ ରଖିଲା ବିଜେଡି ଦଳ ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛ ବୋଲି ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି ବିଜେଡି ଦଳ ଉପ ସଭାପତି ଦେବୀ ମିଶ୍ର ।