Odia News Portal

ଦୁଷ୍କର୍ମ ଅଭିଯୋଗରେ ଦୀପିକାଙ୍କ କୋ-ଷ୍ଟାର ଗିରଫ

ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋ-ଷ୍ଟାର। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହଲିଉଡର ପପ୍‌ ସିଙ୍ଗର କ୍ରିସ୍‌-ଓ୍ୱୁଙ୍କୁ ପୁଲିସ ଗିରଫ କରିଛି.. ସୂଚନା ମୁତାବକ କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଜଣେ ପୀଡିତା ଅଭିଯୋଗ ଆଣିଥିଲେ। ଏହାପେର ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରରେ ୨୪ରୁ ଅଧିକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।