Odia News Portal
Browsing Tag

arrest

ଠକେଇ ଅଭିଯୋଗରେ ଗିରଫ ହେଲେ ବିଲଡର ଗୟାଧର ଜେନା

ଭୁବନେଶ୍ୱର: ଠକିଥିଲେ, ଗିରଫ ହେଲେ । ଜମି ଦେବାକୁ କହି ଟଙ୍କା ଆଣିଥଲେ କିନ୍ତୁ ଜାଗା ନଦେଲେ ନାହିଁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଗିରଫ ହୋଇଛନ୍ତି ବିଲଡର । ରାଜଧାନୀ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଠକେଇ ଅଭିଯୋଗରେ ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି । ଶାରଳା ରିଅଲକନର…

ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହାନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଏବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। କେବଳ…

ଗିରଫ ହେଲେ ଅନୀଲ ଦେଶମୁଖ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ । ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟା ଧରି ଅନୀଲ ଦେଶମୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ସନ୍ତୋଷଜନକ ଉତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବହିଷ୍କୃତି ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ସହ…

ପାକିସ୍ତାନକୁ ସର୍ପୋଟ କଲେ, ଜେଲ ଗଲେ

କଟକ: ନିକଟରେ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଦେଶ ହାରିବା ପରେ କ୍ରିକେଟପ୍ରେମୀମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ କଟାକ୍ଷ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଜଣେ…

ବାଘ ଛାଲ ଜବତ, ଜଣେ ଗିରଫ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ କପାସିରାରେ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ ସୋମବାର ଜଣକଠାରୁ ୨ଟି ଚିତାବାଘ ଛାଲ ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ କଣ୍ଟାମାଳ ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତ ଡୁଦ୍ରା ଗ୍ରାମର ଜୀବର୍ଦ୍ଧନ ଭୋଇ (୨୫) କୁ ଗିରଫ କରିଛି।…

ବନ୍ଧାହେଲେ ଲୁଟେରା, ସାହାଯ୍ୟ ନାଁରେ ଚୋରୀ କରୁଥିଲେ

ସୁବର୍ଣ୍ଣପୁର: ବନ୍ଧା ହେଲେ ଚୋର । ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ୟ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ…

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ପୂଜକ ଗିରଫ

ପୁରୀ: ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ପୂଜକ ଗିରଫ । ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ପୂଜକ ଜଣକ ହେଲେ ସଂଗ୍ରାମ ଦାସ । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିସରରେ ବାମନ ମନ୍ଦିରରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ…

ପ୍ରିୟଙ୍କା ଗାନ୍ଧି ଗିରଫ

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ…

ଦୁଷ୍କର୍ମ କଲା, ୫ ଲକ୍ଷ ନେଲା

ନୂଆଦିଲ୍ଲୀ: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ବିବାହ କରିବାର ପ୍ରତିଶ୍ରୃତି ଦେଇ ଦୀର୍ଘଦିନ ଧରି ଯୁବତୀଙ୍କ ସହ ରଖିଲା ଦୈହିକ ସମ୍ପର୍କ । ଏପରିକି ପ୍ରେମିକାଠାରୁ ବିଭିନ୍ନ ବାହାନା କରି ଟଙ୍କା ମଧ୍ୟ ନେଲା । ଆଉ ଶେଷରେ ବିବାହ କରିବାକୁ କହିଲା ବେଳକୁ ଯୁବତୀଙ୍କୁ ଧର୍ମ…

ପୁଣି ବନ୍ଧାହେଲେ ୨ ୱେବ୍ ସାମ୍ବାଦିକ

ନବରଙ୍ଗପୁର: ଗଣମାଧ୍ୟମ ଲାଗି କଳଙ୍କ । ସାମ୍ବାଦିକତା ନାଁରେ କରୁଥିଲେ ଦଲାଲି । ଡରାଇ ଦମକାଇ ଟଙ୍କା ଆଦାୟ କରୁଥିଲେ । ଶେଷରେ ୨ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟଜଣେ ସାମ୍ବାଦିକ…