Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧୀ । ଆଜି ନବୀନ ନିବାସରେ ପହଂଚି ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କାନିମୋଝୀ କରୁଣାନିଧି । ସେ ଡିଏମକେ ସଂସଦୀୟ ଦଳର ଉପନେତା ଅଛନ୍ତି । ତାମିଲନାଡୁରେ କ୍ଷମତାରେ ଅଛି ଡିଏମକେ । କାନିମୋଝୀଙ୍କ ଭାଇ ତଥା ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅଛନ୍ତି ।