Odia News Portal

କଟକରୁ ଡୁପ୍ଲିକେଟ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ଡୁପ୍ଲିକେଟ ସାମଗ୍ରୀ ଜବତ। ଲୋଗୋ ଅସଲି କିନ୍ତୁ ଜିନିଷ ନକଲି । ପୀରବଜାର ଅଞ୍ଚଳରୁ ନକଲି ସିମେଣ୍ଟ ତିଆରି କାରଖାନା ଠାବ କରିଛି ପୋଲିସ। ଜବତ ହୋଇଛି ବସ୍ତା ବସ୍ତା ସିମେଣ୍ଟ। ବିଭିନ୍ନ କମ୍ପାନୀ ନାଁରେ ଅପମିଶ୍ରଣ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।