Odia News Portal

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଆସିଲା ଲାଏ ୩ ଜଣଙ୍କ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ରିପୋର୍ଟ ଆସିଲା । ରିପୋର୍ଟ ଉପରେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟନା ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି ଟିମ । ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ରିପୋର୍ଟ ଆଧାରରେ ଶୁବଶୀଘ୍ର ତଦନ୍ତ ଆଗକୁ ବଢିବ ବୋଲି ସେ କହିଛନ୍ତି । ତେବେ ରିପୋର୍ଟରେ କଣ ରହିଛି ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ତର୍ଜମା ପରେ ଏନେଇ ସ୍ପଷ୍ଟ କରାଯାଇପାରେ ।