Odia News Portal

ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ସକାଳକୁ ଶେଷ ହେଉଛି ଗାଇଡ ଲାଇନ୍ । କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରନ୍ତି । ତେବେ କଣ ସବୁ ନୂଆ ଗାଇଡ ଲାଇନ ଆସିବ ତାଉପରେ ରହିଛି ସମସ୍ତଙ୍କ ନଜର । ବସ ଚଳାଚଳ ଏବଂ ବାକି ବନ୍ଦଥିବା ଅନୁଷ୍ଠାନ ଖୋଲାଯିବା ଉପରେ କଣ କହୁଛନ୍ତି ତାକୁ ନେଇ ମଧ୍ୟ ଆଲୋଚନା ହେଉଛି । କାରଣ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି ।