Odia News Portal

ମହାଲିଙ୍ଗ କଲେଜରେ ଡିଆଇଜି, ଏସପି

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ତଦନ୍ତ ନିମନ୍ତେ ମହାଲିଙ୍ଗ କଲେଜରେ ପହଞ୍ଚିଛନ୍ତି ଡିଆଇଜି ଏବଂ ଏସପି । ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କାଗଜ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।