Odia News Portal

WTC ଲାଗି ୧୫ ଜଣିଆଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରାହାଣେଙ୍କୁ ଦିଆଯାଇଛି ଉପଅଧିନାୟକ ପଦ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଫାଇନାଲ ଖେଳିବ । ତେବେ ଅଭ୍ୟାସ କରୁଥିବା ଦଳ ମଧ୍ୟରୁ ୧୫ ଜଣିଆ ଟିମ୍ ଆଜି ଘୋଷଣା ହୋଇଛି ।


ସାମ୍ଭବ୍ୟ ଦଳ: ବିରାଟ କୋହଲି, ଆଜିଙ୍କ୍ୟା ରାହାଣେ, ରୋହିତ ଶର୍ମା, ଶୁଭମନ ଗିଲ୍‌, ଋଶଭ ପନ୍ଥ, ରିଦ୍ଧିମାନ ଶାହା, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରବିନ୍ଦ୍ର ଜାହେଜା, ଆର.ଅଶ୍ୱିନୀ, ଯଶପ୍ରିତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଇଶାନ୍ତ ଶର୍ମା ।