Odia News Portal
Browsing Tag

BCCI

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ…

ଆଜି ଦ୍ୱିତୀୟ ଟି-୨୦, ସିରିଜ୍

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଦ୍ୱିତୀୟ ଟି-୨୦କୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସନ୍ଧ୍ୟା ୭ଟାରେ ହିମାଚଳ ପ୍ରଦେଶର ଧର୍ମଶାଳା କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତ-ଶ୍ରୀଲଙ୍କା…

ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍

ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯିବ । ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ । କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।…

୩ ଟି ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା…

ଆଜିଠୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍, କୋଲକାତାରେ ଖେଳାଯିବ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଅନୁଷ୍ଠିତ ହେବ । ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି…

କୁମ୍ବେଲେ ବିରାଟ କୋହଲି ବିବାଦ

ଭାରତୀୟ କ୍ରିକେଟ ଟିମର ତତ୍କାଳୀନ କୋଚ୍ ଅନିଲ କୁମ୍ବଲେ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିବାଦ କଥା କାହାକୁ ଅଛପା ନାହିଁ । ଉଭୟଙ୍କ ବିବାଦରେ ବଳି ପଡିଥିଲା କୁମ୍ବଲେଙ୍କ କୋଚ ପଦ । ସେ ସମୟରେ କ୍ରିକେଟ୍ ଦୁନିଆରେ ସବୁଠାରୁ ଚର୍ଚ୍ଚିତ ବିଷୟ ଥିବା ଏହି ବାଦ ଉପରରୁ ଉଠିଛି ପରଦା । ଟିମ୍…

ରୋହିତଙ୍କ ସହ ସମ୍ପର୍କ ଖରାପ ନେଇ ମୁହଁ ଖୋଲିଲେ ବିରାଟ

ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ…

ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରିଛି ବିସିସିଆଇ । ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ୟ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୧ ରେ ବିରାଟ ବାହିନୀ ଏକ ନୂତନ କିଟ୍ରେ ନଜର ଆସିବେ। ବିସିସିଆଇ ଏକ ଟ୍ୱିଟ୍ କରି…

ଇଂଲଣ୍ଡ ଯିବେ ପୃଥୀ, ଜୟନ୍ତ ଓ ସୂର୍ଯ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ତେବେ ସିରିଜ୍ ଆରମ୍ଭ ପୂର୍ବରୁ ଭାରତକୁ ଆଘାତଜନିତ ଝଟ୍କା ଲାଗିଛି। ଓପ୍ନର ଶୁବ୍ମାନ ଗିଲ୍, ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅତିରିକ୍ତ ଖେଳାଳି ପେସ୍ ବୋଲର ଆଭେସ୍ ଖାଁ ଆହତ ହୋଇ…

ୟୁଏଇରେ ହେବ ଟି-୨୦ ବିଶ୍ୱକପ, ସୂଚନା ଦେଲେ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଘଟିଲା ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଟି-୨୦ ବିଶ୍ୱକପକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ହେଲା ସମାଧାନ । ଚଳିତ ଟି-୨୦ ବିଶ୍ୱକପ ଭାରତ ଆୟୋଜନ କରୁଛି । ତେବେ କରୋନାର ସ୍ଥିତିକୁ ଦେଖି ୟୁଏଇ ହେବ ମ୍ୟାଚ । ଆଜି ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।…