Odia News Portal
Browsing Tag

TEAM

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ।…

ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍

ଆଇପିଏଲରେ ସାମିଲ ହେଲା ଦୁଇଟି ନୂଆ ଦଳ । ଲକ୍ଷ୍ନୌ ଓ ଅହମଦାବାଦ ହେଲା ଆଇପିଏଲର ଦୁଇଟି ନୂଆ ଟିମ୍ । ଏବେ ଆଇପିଏଲରେ ଦଳ ସଂଖ୍ୟା ୮ରୁ ବୃଦ୍ଧି ପାଇ ୧୦ରେ ପହଁଚିଛି । ଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ…

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ…

WTC ଲାଗି ୧୧ ଜଣିଆଁ ଦଳ ବାଛିଲେ ଗାଭାସ୍କର, ଏହି ମହାନ ଖେଳାଳୀଙ୍କୁ ସ୍ଥାନ ମିଳିଲାନି

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିବା ପୂର୍ବରୁ ବହୁ ପୂର୍ବତନ କ୍ରିକେଟରମାନେ ନିଜ ନିଜର ମତ ରଖିଛନ୍ତି । ତେବେ ଗାଭାସ୍କର ମନ ପସନ୍ଦର ୧୧ ଜଣିଆଁ ଟିମ୍ ବାଛିଛନ୍ତି । ଏହି ଟିମରେ ରୋହିତ ଶର୍ମା, ଶୁଭମନ ଗିଲ,…

WTC ଲାଗି ୧୫ ଜଣିଆଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରାହାଣେଙ୍କୁ ଦିଆଯାଇଛି ଉପଅଧିନାୟକ ପଦ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଫାଇନାଲ ଖେଳିବ । ତେବେ ଅଭ୍ୟାସ କରୁଥିବା ଦଳ ମଧ୍ୟରୁ ୧୫ ଜଣିଆ ଟିମ୍ ଆଜି ଘୋଷଣା…