Odia News Portal

ଟିକା ନେବେ ୬ରୁ ୧୨ ବର୍ଷ ପିଲା

୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ ଟିକା । କୋଭାକ୍ସିନ ଟିକା ନେବାକୁ ମିଳିଛି ଅନୁମତି । ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି ।