Odia News Portal
Browsing Tag

vaccine

୫ରୁ ୧୨ ବର୍ଷର ଶିଶୁ ନେବେ ଟିକା

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କୋର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡିଛି କୋର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲି -ଇ । ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଲୋଡିଛି ଏହି କମ୍ପାନୀ ।…

କୋଭିଡ ରୋଗୀ ୩ ମାସ ପର୍ଯ୍ୟନ୍ତ ନେଇପାରିବେନି ପ୍ରିକସନ ଟିକା

କୋଭିଡ଼ ହୋଇଥିଲେ ପ୍ରିକସନ ଡୋଜ୍ ୩ ମାସ ଘୁଞ୍ଚିବ । କରୋନା ହୋଇଥିଲେ ସୁସ୍ଥର ୩ ମାସ ପର୍ୟ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍ । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି…

ଟିକା ନନେଲେ ହୋଟେଲ ଓ ମଲ୍କୁ ମନା

ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ପରୋକ୍ଷରେ ବାଧ୍ୟତାମୂଳକ କରାଯାଇଛି। ନିୟମ ଅନୁସାରେ, ଟିକା ନେଇ ନଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ…

ବିନା ଛୁଞ୍ଚିରେ ପିଲାଙ୍କୁ ଟିକା

କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ…

ଜାରୀ ଦେଲା ନୂଆ ନିୟମ

କରୋନା ମହାମାରୀ ମଧ୍ୟରେ ଆମେରିକା (ଯୁକ୍ତରାଷ୍ଟ୍ର) ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ହ୍ୱାଇଟ ହାଉସ ଦ୍ୱାରାଜାରି ବିବୃତ୍ତିରେ କୁହାଯାଇଛି ଯେ ନଭେମ୍ବର ୮ପରେ ସମସ୍ତ ବିଦେଶୀ ସଂପୂର୍ଣ୍ଣ ଟିକାକରଣ କରିଥିବା ନାଗରିକମାନଙ୍କୁ ଆମେରିକା ଆସିବାକୁ ଅନୁମତି…

ଦୁଇ ବର୍ଷ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟୀକା

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏଠାରେ କରୋନା ଟିକା ଦିଆଯାଇଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ…

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଟିକା ଆସିବାରେ ଯଦି କୌଣସି ସମସ୍ୟା ନହେଲା ତେବେ ୪ ମାସ ଭିତରେ ଟିକାକରଣ ଶେଷ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଟିକାକରଣରେ କୌଣସି ସମସ୍ୟା ହୋଇନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ନେଇ ସାରିଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ…

ଅଗଷ୍ଟ ମାସରେ ଆସିବ ଶିଶୁଙ୍କ ପାଇଁ ଭ୍ୟାକ୍ସିନ

କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର…

ରାଜ୍ୟରେ ଦେଢ଼କୋଟି ଟପିଲା ଟିକାକରଣ, ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ । ଦେଢ଼କୋଟି ଟପିଛି ଟିକାକରଣ । ଲୋକେ ଉତ୍ସାହର ସହ ଆସି ଟିକା ନେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । …