Odia News Portal

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡ଼ାର ବରିଷ୍ଠ କିରାଣୀ ସମରାଇ ହେମ୍ବ୍ରମ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି।

୨ ମାସ ଧରି ଅଟକି ରହିଥିବା ପେନସନ ବିଲ୍‌ କରାଇଦେବାକୁ କହି ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଖବର ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ।