Odia News Portal

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ୍ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନବରଙ୍ଗପୁର ବାସଭବନ ସହ, ମାଲକାନଗିରି କାର୍ୟ୍ୟାଳୟ
ବାସଭବନ ଏବଂ ବିଶାଖାପାଟଣାରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଚଢାଉ କରାଯାଇଛି । ମାଲକାନଗିରି ଏବଂ ଜୟପୁର ଭିଜିଲାନ୍ସର ୨ଟି ଟିମ୍ ଚଢାଉ ଜାରି ରଖିଛନ୍ତି।