ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ
ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସପି । ଦଳର ମୁଖ୍ୟ ମାୟାବତୀ ଟ୍ବିଟ୍ କରି ଏହା ସ୍ପଷ୍ଟ କରିଛନ୍ତି ।
ମାୟାବତୀ ଟ୍ୱିଟ କରି କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ଅଭାବରୁ!-->!-->!-->…
