ନେପାଳ, ବିହାରରେ ଭୂକମ୍ପ ଝଟକା
ନେପାଳରେ ଆଜି ସକାଳେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଆକଳନ କରାଯାଇଛି | ଭୂକମ୍ପ କେନ୍ଦ୍ର କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି। ନେପାଳ ସମୟ ସକାଳ ୮:୧୩ ରେ ଭୂକମ୍ପ ଝଟକାରେ ନେପାଳ ଥରିଥିଲା । ନେପାଳର ଜାତୀୟ!-->…
