ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଆଗ୍ରହ ନାହିଁ:ବିଜୟ ପାଣିଗ୍ରାହୀ
ରାଜ୍ୟର ୮୭ ପ୍ରତିଶତ ବା ୨ କୋଟି ୮୨ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ନେଇ ନାହାନ୍ତି କୋଭିଡ ନିରୋଧୀ ବୁଷ୍ଟର ଡୋଜ। କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ହିଁ ବୁଷ୍ଟର ଡୋଜ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେହିପରି ବର୍ତ୍ତମାନ ସୁଦ୍ଧା!-->…
