Odia News Portal

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୫୦ ମିନି ପାର୍କ

ଭୁବନେଶ୍ୱର ସହରକୁ ସବୁଜ କରିବା ସହିତ ସ୍ଥାନୀୟ ଲୋକଙ୍କ ବ୍ୟାୟାମ ପାଇଁ ବିଭିନ୍ନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୫୦ଟି ମିନି ପାର୍କ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ଏହି ପାର୍କ ଗୁଡିକୁ ପ୍ରସ୍ତୁତ କରାଯିବ ବୋଲି ବିଏମ୍‌ସି…

ଏହି ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା

ଭାରତରେ ଏମିତି ଏକ ହ୍ରଦ ଥିବା ଜଣା ପଡିଛି ଯେଉଁଠି ରହିଛି ଅଧିକ ପରିମାଣରେ ସୁନା। ହୁଏତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସୁନା ଖଣି ରହିଛି ଏକ ହ୍ରଦ ଭିତରେ। କୁହାଯାଏ ଯେ ହିମାଳୟ ପ୍ରଦେଶର କମୃନାଗ୍ ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା ଗହଣା। କମୃନାଗ୍ ହ୍ରଦ…

୬ରେ ମୌସୁମୀ ବର୍ଷାରେ ଭିଜିପାରେ ସଂପୂର୍ଣ୍ଣ ଓଡିଶା

ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୫ରେ ବଢିବ ବର୍ଷା ପରିମାଣ। ୬ରେ ମୌସୁମୀ ବର୍ଷାରେ ଭିଜିପାରେ ସଂପୂର୍ଣ୍ଣ ଓଡିଶା। ୫ ଜିଲ୍ଲାକୁ ଅତିପ୍ରବଳ ଓ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ…

ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍ ରାଲି

ସ୍ୱାଧୀନତା ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀ ତ୍ରିରଙ୍ଗାମୟ । ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍ ରାଲି । ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ପତାକା ଦେଖାଇ ଏହି ରାଲି ଆରମ୍ଭ କରିଥିଲେ। ‘ହର ଘର ତ୍ରିରଙ୍ଗା’ ବାଇକ୍ ରାଲି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ ଯାଇଥିଲା। ତ୍ରିରଙ୍ଗା ବାଇକ୍…

ଶ୍ରୀମନ୍ଦିରର ଗର୍ଭଗୃହରୁ କୌଣସି ପଥର ଖସିନାହିଁ : ଶ୍ରୀମନ୍ଦିର ପ୍ରଶାସକ

ଶ୍ରୀମନ୍ଦିରର ଗର୍ଭଗୃହରୁ ଚୂନପଥର ଖସିବା ଘଟଣା। ସ୍ପଷ୍ଟୀକରଣ ରଖିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସେ କହିଛନ୍ତି ଯେ, ଗର୍ଭଗୃହରୁ କୌଣସି ପଥର ଖସିନାହିଁ। ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି। ଶ୍ରୀମନ୍ଦିର…

ବାସି ଖାଦ୍ୟ ଖାଇ ମୃତ୍ୟୁ

ବାସି ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୫ ଜଣ ଗୁରୁତର ହୋଇଛନ୍ତି । ସିମୁଳିଆ ଥାନା ଦଧିବାମନପୁରରେ ବାସି ଖାଦ୍ୟ ଖାଇ ଅଘଟଣ । ରବିବାର ଘରର ନିର୍ମାଣ କାମ ଲାଗି ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ବଳକା ଖାଦ୍ୟକୁ ଖାଇ ପରିବାର ଲୋକେ ଝାଡା ବାନ୍ତିରେ…

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ଭାରତ

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହୋଇଛି। ସୂର୍ଯ୍ୟକୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ…

କର୍ଣ୍ଣାଟକରେ ହୃଦୟ ବିଦାରକ ଘଟଣା: ଭୂସ୍ଖଳନରେ ୬ ମୃତ

କର୍ଣ୍ଣାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଭଉଣୀଙ୍କ ମୃତଦେହ ପରସ୍ପରର ହାତ ଧରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ…

ନିର୍ଦ୍ଦୋଷରେ ଖଲାସ ହେଲେ ପପୁ

ଭୁବନେଶ୍ୱର ବହୁ ଚର୍ଚ୍ଚିତ କାଷ୍ଟିଂକାଉଚ୍ ମାମଲା । ପପୁ ପମପମକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି । କେବଳ ପପୁ ନୁହଁନ୍ତି ତାଙ୍କ ସହଯୋଗୀ ଟିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୧୬ରେ ବହୁ ଚର୍ଚ୍ଚିତ କାଷ୍ଟିଂକାଉଚ୍…