ନୂଆ ଜିଏସଟି ହାର ଲାଗୁ ପରେ ୧୫ ପ୍ରତିଶତ ବଢିଛି ଖାଦ୍ୟ ସାମଗ୍ରୀ ଦର
କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ବଢ଼ାଇବା ପରେ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପୂର୍ବରୁ ପ୍ୟାକ୍ ହୋଇଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସଟି ଲାଗୁ ହେବା ପରେ ଅଟା, ଚାଉଳ, ଦଲିଆ, ମଇଦା, ସୁଜି, ଡାଲି (ହରଡ଼)!-->…
