ଏହି ସମୁଦ୍ର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରି ମାରିଦେଉଛି
ବିଶ୍ବରେ ଅନେକ ସମୁଦ୍ର ରହିଛି, ଯାହାକି ନିଜର ସୁନ୍ଦରତା ପାଇଁ ଜଣାଯାଏ। ତାଙ୍କ ଭିତରେ ସାମିଲ ଅଛନ୍ତି, ଆଇସଲାଣ୍ଡର ବ୍ଲାକ ସ୍ୟାଣ୍ଡ ବିଚ୍, ଯାହାକି ନିଜ ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହା ପ୍ରାଣଘାତୀ ହୋଇପାରେ। ଆମେ ରେନିସ୍ଫଜାରା ବିଚ୍ (Reynisfjara!-->…
