ମା’ ଅପରାଜିତାଙ୍କୁ ଧରି କାନ୍ଦି ପକାଇଲେ ବାବୁସାନ୍
ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ମା’ ପୁଅ ଭେଟାଭେଟି ହେବା ପରେ ଭାବବିହ୍ୱଳ ହୋଇଛି ପରିବେଶ । ବାସଭବନରେ ମା’ ଅପରାଜିତାଙ୍କୁ ଧରି ବାବୁସାନ୍ କାନ୍ଦିପକାଇଥିବା ଜଣାପଡିଛି ।
ଅନ୍ୟପଟେ!-->!-->!-->…
