ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଲେ ବାବୁସାନ
ଠିକ ସମୟରେ ଠିକ ଜିନିଷ କହିବି କହିଲେ ବାବୁସାନ । ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ । ମୁଁ ପରିବାର ପାଖରେ ଅଛି , ସେଥିପାଇଁ ବହୁତ ଖୁସି ଅଛି କହିଲେ ବାବୁସାନ । ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବାବୁସାନ । ଆଜି ଥାନ କୁ ଯିବାର ପ୍ରଶ୍ନ ରେ ମା ଅପରାଜିତାଙ୍କ ଉତ୍ତର!-->…
