Odia News Portal

ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ: ଆଉ ମରିବାକୁ ନେଇ ଡରାଅ ନାହିଁ

ଗତକିଛି ଦିନ ହେଲା ବର୍ଷା ଓ ଅନୁଭବଙ୍କ ବିବାଦ ବେଶ୍ ଚର୍ଚ୍ଚାରେ ଥିବା ବେଳେ, ଏବେ ପୁଣି ସାମ୍ନାକୁ ଆସିଛି ଅନୁଭବଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଅନୁଭୁବ

ତାତିରୁ ମିଳିବ ଆଶ୍ୱସ୍ତି: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ତା ସାଙ୍ଗକୁ ଗୁଲିମୁଲି । ତେବେ ଆଗକୁ ମଧ୍ୟ ଏହିଭଳି ଗରମ ଲାଗି ରହିବ । ଆଗାମୀ ଦୁଇ ଦିନ ଗ୍ରୀଷ୍ମ ଲହରୀ ବହିବ । ମଙ୍ଗଳବାର ଓ ବୁଧବାର ଅସମ୍ଭାଳ ତାତି ହେବ । ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ପାଣିପାଗ

ବାରଣାସୀ ସିରିଏଲ ବୋମା ବିସ୍ଫୋରଣ ମାମଲା; ଦୋଷୀ ୱାଲିଉଲ୍ଲାହ ଖାନକୁ ଫାସୀଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବାରଣାସୀ ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୱାଲିଉଲ୍ଲାହ ଖାନକୁ ଫାସୀଦଣ୍ଡାଦେଶକୁ ଶୁଣାଇଛନ୍ତି କୋର୍ଟ । ତେବେ ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍ ଆତଙ୍କବାଦୀ

ଆସନ୍ତୁ ଜାଣିବା କାହିଁକି ସୀତାଙ୍କୁ ସ୍ପର୍ଶ କରିବାକୁ ସାହସ କରିନଥିଲେ ରାବଣ

କାହିଁକି ସୀତାଙ୍କୁ ହରଣ କରିବା ପରେ ବି ତାଙ୍କୁ ସ୍ପର୍ଶ କରିନଥିଲେ ରାବଣ? ରାବଣଙ୍କୁ ମିଳିଥିଲା କି କିଛି ଅଭିସାପ? ନା କିଛି ନିୟମର ରଜ୍ଜୁରେ ବାନ୍ଧିହୋଇଥିଲେ ଲଙ୍କାପତି! କୁହାଯାଏ କାମନାର ବସବର୍ତ୍ତି ହୋଇ ଏମିତି କିଛି କରିଥିଲେ ଲଙ୍କାପତି ରାବଣ, ଯେଉଁଥି ପାଇଁ ତାଙ୍କ ଉପରେ

୨୦୨୬ ମସିହାରେ ଦେଶରେ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ୍: ଅଶ୍ୱିନୀ ବୈଷ୍ଣବ

୨୦୨୬ ମସିହାରେ ଦେଶରେ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ୍ । ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେପଟେ ସରକାରଙ୍କ ଉଚ୍ଚାଭିଳାଷୀ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର

୧୭ ବର୍ଷୀୟା ଅନାଥ ଝିଅକୁ ୨୯ଲକ୍ଷ ଲୋନ ଶୁଝିବାକୁ ଏଲଆଇସିର ନୋଟିସ; ହସ୍ତକ୍ଷେପ କଲେ ଅର୍ଥମନ୍ତ୍ରୀ

୧୭ ବର୍ଷୀୟା ଅନାଥ ଝିଅକୁ ୨୯ଲକ୍ଷ ଲୋନ ଶୁଝିବାକୁ ଏଲଆଇସିର ନୋଟିସ ପଠାଇଥିବାର ଖବର ସାମ୍ନାକୁ ଆସିଛି ।ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୋପାଲର ୧୭ ବର୍ଷୀୟା ଝିଅ ଭନିସା ପାଠକ୍, କରୋନା

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଜେରା କଲା ପୁଲିସ

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଜେରା କଲା ପୁଲିସ । ତେବେ ରିପୋର୍ଟରୁ ପ୍ରକାଶ ଅଭିନେତା ସଲମାନଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଧମକପୂର୍ଣ୍ଣ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା। ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର

ଭାରତ ନୁହେଁ ବରଂ ବିଜେପି କ୍ଷମା ମାଗିବା ଉଚିତ: ତେଲେଙ୍ଗାନା ମନ୍ତ୍ରୀ କେଟିଆର୍

ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ବିଜେପି ମୁଖପାତ୍ର ନୁପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ମହାପୁରୁଷ ମହମ୍ମଦ୍ଙ୍କ

ରାଜଧାନୀରେ ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁାଗର ଜବତ

ଧଳାଜହରର ପେଣ୍ଠ ସ୍ଥଳୀ ପାଲଟିବାକୁ ବସିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ଧଳା ଜହର କାରବାର ବଢ଼ିବାକୁ ଲାଗିଛି । ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର

ଟିଉସନରୁ ଫେରିବା ସମୟରେ ହାଇୱା ଧକ୍କାରେ ଚାଲିଗଲା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଘଟିଛି ଅଘଟଣ । ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା