Odia News Portal

କାଶୀପୁରରେ ଝାଡ଼ାବାନ୍ତି,୧୪ ଜଣଙ୍କର ମୃତ୍ୟୁ

କାଶୀପୁରରେ ଝାଡ଼ାବାନ୍ତିରେ ସର୍ବମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି କିନ୍ତୁ ସରକାର ୯ ଜଣଙ୍କର କହୁଛନ୍ତି। ଅନ୍ୟ ୫ ଜଣଙ୍କର ମୃତ୍ୟୁ ସ୍ଵାଭାବିକ ହୋଇଥିବା କହୁଛନ୍ତି। ତେଣୁ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖନ୍ତୁ ସରକାର। ସେ ପୁଣି କହିଛନ୍ତି ଯେ, କେବଳ କାଶୀପୁର ନୁହେଁ…

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲେ ନୀରଜ ଚୋପ୍ରା

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଆଗାମୀ ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛନ୍ତି। ଆଘାତ କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନିକଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲ ବେଳେ ସେ ଆହତ…

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ

ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରେ ପହଁଚିଲା ପୋଲିସ । ଖାରବେଳନଗର ଥାନାର ଏକ ଟିମ ଘରେ ପହଂଚିଲା । ପଚରା ଉଚରା ପାଁଇ ପୋଲିସ ଟିମ ଆସିଥିବା ସୂଚନା । ସେପଟେ ଗତକାଲି ପ୍ରକୃତିଙ୍କ ମାକୃଷ୍ଣପ୍ରିୟା ମିଶ୍ର ସୋସିଆଲ୍ ମିଡ଼ିଆରେ କିଛି ଫଟୋ ପୋଷ୍ଟ କରି ଥିଲେ । ଯେଉଁଠି ସପରିବାର ଏକାଠି ଥିବା…

ଗୁଜରାଟରେ ବିଷାକ୍ତ ମଦ,ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଗୁଜରାଟରେ ବିଷାକ୍ତ ମଦ । ଏଥିରେ ମଙ୍ଗଳବାର ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଭାବନଗର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ଅଶୋକ କୁମାର ଯାଦବଙ୍କ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୫ ଜଣ ବୋଟାଡ ଜିଲ୍ଲାର ହୋଇଥିବାବେଳେ ନଅ ଜଣ…

ଇଡି ଅଫିସରେ ସୋନିଆ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡ ଜେରା କରାଯିବ । ଏହି ସମୟରେ ସଂସଦ ଭିତରେ ଓ ବାହାରେ ବିରୋଧ ପାଇଁ କଂଗ୍ରେସ ଦଳ ଯୋଜନା କରିଛି। ସୋମବାର ଦଳର ମୁଖ୍ୟାଳୟରେ କଂଗ୍ରେସର ସାଧାରଣ ସଚିବ, ଦଳର ରାଜ୍ୟ ଦାୟିତ୍ବ ପ୍ରଭାରୀ ଏବଂ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ…

ଜାଣନ୍ତୁ ରୁଦ୍ରାକ୍ଷ ଗଛ ପଛର ରହସ୍ୟ

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲେ। ତେଣୁ ଏହାକୁ ଭଗବାନ ଶିବଙ୍କର ସ୍ୱରୂପ ବୋଲି ବିବେଚନା କରାଯାଏ । ଯେତେବେଳେ ଭଗବାନ ଶିବ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ ଅନେକ ବର୍ଷ ଧ୍ୟାନ କରିବା ପରେ ତାଙ୍କର ଆଖି ଖୋଲିଥିଲେ , ସେତେବେଳେ ତାଙ୍କ ଅଖିରୁ ଲୁହ…

କୁଆଡେ ଗଲେ ବାବୁସାନ?

ବାବୁସାନ-ପ୍ରକୃତି-ତୃପ୍ତି କଳିର ବିବାଦ ଥମୁନି । ଉଭୟ ପକ୍ଷରୁ ମାମଲା ରୁଜୁ ପରେ କେଉଁଠି ବାବୁସାନ ଏବଂ ପ୍ରକୃତି ସେନେଇ ଖୋଜା ଚାଲିଛି । ଚେନ୍ନାଇ ଉତ୍କଳ ସମାଜ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇ ସେଥିରେ କିନ୍ତୁ ଯୋଗ ଦେଲେନାହିଁ ବାବୁସାନ୍ । ଚେନ୍ନାଇରେ ଥାଇ ମଧ୍ୟ କାହିଁକି ଫିଲ୍ମ…

ହାଇକୋର୍ଟଙ୍କ ବଡ ରାୟ

କୌଣସି ବି ପିଲାଙ୍କୁ ନିଜ ସରକାରୀ କାଗଜପତ୍ରରେ ନିଜ ପିତାଙ୍କ ନାମ ନଲେଖିବାର ପୂରା ଅଧିକାର ରହିଛି। ସେ କେବଳ ନିଜ ମାଆଙ୍କ ନାମ ଲେଖି ପାରିବ। ଏକ ମାମଲାର ଆଦେଶ ଶୁଣାଇବା ସମୟରେ ଏମିତି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି କେରଳ ହାଇକୋର୍ଟ। କୋର୍ଟ ଏହି ଆଦେଶ ଅବିବାହିତ ମାଆ ଏବଂ ଦୁଷ୍କର୍ମ…

ଶସ୍ତା ହେବ କ୍ୟାନସର, ଡାଇବେଟିସ୍‌ ଏବଂ ହୃଦରୋଗ ଔଷଧ

ଶସ୍ତା ହେବ କ୍ୟାନସର, ଡାଇବେଟିସ୍‌ ଏବଂ ହୃଦରୋଗ ଉପଚାର ପାଇଁ ଆବଶ୍ୟକ ଔଷଧ । ଏ ନେଇ କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିପାରନ୍ତି । ଔଷଧ ଦାମ ହ୍ରାସ କରିବା ପାଇଁ ସରକାର କିଛି ପ୍ରସ୍ତାବ ପ୍ରସ୍ତୁତ କରୁଥିବା ଜଣାପଡିଛି । ଏହା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ । ସୂଚନା ଅନୁସାରେ,…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଯାଇପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ…