Odia News Portal

ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀମଣ୍ଡଳ ଗଠନ ପରେ ବାଦ୍ ପଡିଚନ୍ତି ଅନେକ ମନ୍ତ୍ରୀ । ତେବେ ବାଦ୍ ପଡ଼ିଥିବା ମନ୍ତ୍ରୀ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିଦାୟୀ ମନ୍ତ୍ରୀମାନଙ୍କ ଭିତରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ

ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ୍ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯିବେ। ସେଠାରୁ ସେ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି । ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ଗସ୍ତର

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ, ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି

ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ । ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା

ବାଦ୍ ପଡିଥିବା ମନ୍ତ୍ରୀଙ୍କୁ ମିଳିବ ନୂଆ ଦାୟିତ୍ୱ

ନବୀନଙ୍କ ନୂଆ ଟିମ୍ ଗଠନ ହେବା ପରେ ଏବେ ପାଳି ବାଦ୍ ପଡିଥିବା ମନ୍ତ୍ରୀ । ନବୀନ ନିବାସରେ ପହଁଞ୍ଚିଛନ୍ତି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀ । ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟତୀତ ଅନ୍ୟ ସମସ୍ତେ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା

ରାଜ୍ୟ ସରକାରଙ୍କ ‘୫-ଟି’ ରେ ଯୋଡ଼ି ହେଲା ଆଉ ଏକ ‘ ଟି’

ରାଜ୍ୟ ସରକାର ‘୫-ଟି’ (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍‌ ଲିମିଟ୍‌)କୁ ଗୁରୁତ୍ବ ଦେଇଆସୁଥିବା ବେଳେ, ଏବେ ନିଜ ସରକାରଂକ ପ୍ରଚାର କରିବା ସହ ବିକାଶମୂଳକ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହେଉଛି ବଡ଼ ଅସ୍ତ୍ର, ଯାହାର

ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ ପରେ ଦାୟିତ୍ବ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି । କେଉଁ କ୍ୟାବିନେଟ ମନ୍ତ୍ରୀଙ୍କୁ କେଉଁ ବିଭାଗ ଓ କେଉଁ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଲା ଜାଣନ୍ତୁ ଏହି ରିପୋର୍ଟରୁ ।

ନବୀନଙ୍କ ନୂଆ ଟିମ୍‌

ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମ୍ । ୧୩ କ୍ୟାବିନେଟ୍ ମନ୍ତ୍ରୀ, ୮ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି ।ଶପଥ ନେଲେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ ମନ୍ତ୍ରୀପ୍ରମିଳା ମଲ୍ଲିକ-କ୍ୟାବିନେଟ୍ ମନ୍ତ୍ରୀଉଷା ଦେବୀ-କ୍ୟାବିନେଟ୍ ମନ୍ତ୍ରୀପ୍ରଫୁଲ୍ଲ

ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ଲଗାଯିବ ୫୦୦ ତ୍ରିରଙ୍ଗା: କେଜ୍ରିୱାଲ

ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ତେବେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ । ତ୍ରିରଙ୍ଗାର ଯତ୍ନ ନେତା ପାଇଁ ସ୍ୱେଚ୍ଛାସେବୀ କମିଟି ମଧ୍ୟ ଗଠନ କରାଯିବ । କେଜ୍ରିୱାଲ କହିଛନ୍ତି ଯେ ପ୍ରତ୍ୟେକ ତ୍ରିରଙ୍ଗା ସମ୍ମାନ

କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ଡିସିଜିଆଇର ମଞ୍ଜୁରୀ

ବାୟୋଲୋଜିକାଲ୍ ଇ’ ର କରୋନା ଟିକା କୋର୍ବେଭାକ୍ସକୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ପାଇଁ ଏକ ବୁଷ୍ଟର୍ ଡୋଜ୍ ଭାବରେ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏପ୍ରିଲ୍ ଶେଷରେ ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ

ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି । ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ମିଳିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ଏହି ଇସ୍ତଫା ଖବର ସାମ୍ନାକୁ ଆସିଛି।