ଓଜନ କମାଇବ ଭୁଷି
ଭୁଷିରୁ ଓଜନ କମାଇବା ଜୁସ୍ । ଭୁଷି ପାନୀୟରେ ପେଟକୁ ସୁସ୍ଥ ରଖୁଥିବା ବିଭିନ୍ନ ପଦାର୍ଥର ବ୍ୟବହାର କରାଯାଇଛି । ପ୍ରଥମ ଇସବଗୁଲ୍ ଭୁଷି ଓ ସେଓ ସିର୍କା । ଉଭୟ ଓଜନ କମାଇବା ପାଇଁ ବ୍ୟବହୃତ ହୋଇଥାଏ ।
ଭୁଷିରେ ବହୁ ମାତ୍ରାରେ ଫାଇବର୍ ରହିଥାଏ । ଏହାକୁ ପାଣିରେ ମିଶାଇ!-->!-->!-->…
