Odia News Portal

ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ଗଞ୍ଜାମର ୨୩୦ ସ୍କୁଲ

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟନ ହେବ ୨୩୦ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ସମସ୍ତ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ବ୍ରହ୍ମପୁରର ୭ଟି ବିଦ୍ୟାଳୟ ରହିଛି । ଆସିକା ରୋଡ଼ ବିନାୟକ ଆଚାର୍ଯ୍ୟ ସ୍ମୃତି

ଶ୍ରୀମନ୍ଦିର ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ । ଉଭୟ ଆବେଦନକାରୀଙ୍କ ମାମଲା ଋ଼ କଲେ ସୁପ୍ରମକୋର୍ଟ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲା ରଦ୍ଦ । ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା । ଉଭୟଙ୍କ ଉପରେ ୧ ଲକ୍ଷ ଟଙ୍କା

ବ୍ରଜରାଜନଗର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡ ଶେଷ, ଆଗରେ ବିଜେଡି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି | ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପକ୍ରିୟା | ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତି ୭,୬୨୫ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଦ୍ୱିତୀୟ ରାଉଣ୍ଡରେ

ବ୍ରଜରାଜନଗର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବ୍ରଜରାଜନଗର ଉପନିର୍ବାଚନ ନେଇ ଭୋଟ ଗ୍ରହଣ ପକ୍ରିୟା ଶେଷ ହୋଇଥିବା ବେଳେ, ଆଜି ହେବ ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣନା | ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି

ନୂଆ ରୂପରେ ଝଲସିବ ସାରଳା ମନ୍ଦିର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମାଷ୍ଟରପ୍ଲାନ୍ ଅନୁମୋଦିତ

ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ। ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର

କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ନେଇ ଅମିତ ଶାହଙ୍କ ଇସ୍ତଫା ଦାବି କଲେ ସ୍ବାମୀ

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ଗୁରୁବାର କାଶ୍ମୀରର କୁଲଗାମ ଜିଲ୍ଲାର ସ୍ଥାନୀୟ ଦେହତି ବ୍ୟାଙ୍କର ମ୍ୟାନେଜର ବିଜୟ କୁମାରଙ୍କୁ ଆତଙ୍କବାଦୀମାନେ

ନିଜକୁ ନିଜେ ବାହାହେବେ

ମୁଁ ଏ ଦୁନିଆ ଆଉ ସମାଜରୁ ଅଲଗା । ପିଲାବେଳୁ ସବୁବେଳେ ଅଜବ କାରନାମା କରେ । ଘରେ ମୋତେ କହିଲେ ତୋର ଯାହା ଇଛା ସେୟା କର । ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ନିଜକୁ ନିଜେ ବାହାହେବି । ଦର୍ଶକବନ୍ଧୁ , ଆପଣ ଜାଣିଥିବେ ପୁଅ-ଝିଅକୁ ବିବାହ କରନ୍ତି କିମ୍ବା ସମଲିଙ୍ଗୀ ବିବାହ କଥା । କିନ୍ତୁ

ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା

ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ୍ ଭାବେ ସେ ଭାରତ ଆସିବା

ପଞ୍ଚଭୂତରେ ଲୀନ ହେଲେ କେକେ

ଅନେକ ଶ୍ରୁତି ମଧୁର ଗୀତ ସହ ପ୍ରଶଂସକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନାଥ ତଥା କେକେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ମୁମ୍ବାଇ ଭର୍ସୋଭାସ୍ଥିତ ଶ୍ମଶାନରେ ଗୁରୁବାର କେକେଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ନକୁଲ କେକେଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ

ଅନୁଭବଙ୍କ ଘର ଛାଡିବେ ବର୍ଷା

ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏସଡିଜେଏମ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ଏସଡିଜେଏମ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷାଙ୍କ ରହିବା ପାଇଁ ଅନୁଭବ ମହାନ୍ତି ପ୍ରତି ମାସରେ 30 ହଜାର