ଦ୍ବିତୀୟ ପର୍ଯ୍ୟାୟରେ ବି ଦ୍ରୌପଦୀ ମୁର୍ମୁ ଆଗରେ
ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । ଆଉ କିଛି ସମୟ ପରେ ଭାରତର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବ ଚିତ୍ର ସ୍ପଷ୍ଟ ହୋଇଯିବ । ଇତି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି । ଦ୍ବିତୀୟ!-->…
