ଗ୍ୟାସ୍ ହାଣ୍ଡି ଫାଟି ଘର ଭୁଶୁଡିଲା,୨ ଗୁରୁତରଙ୍କୁ ସହାୟତା କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି
ଗୋପାଳପୁର ଥାନା ତଥା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଉକ୍ତ ଗାଁର ଦେବରାଜ ନାୟକଙ୍କ ଘରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଗ୍ୟାସ୍ ହାଣ୍ଡି ଫାଟି ଉକ୍ତ ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଉକ୍ତ ଘରେ ଥିବା ୨ ଜଣ!-->…
