Odia News Portal

ଟ୍ରକ୍ ଧକ୍କାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ହାଥରସ୍ ରେ ଏକ ଟ୍ରକ୍ ଧକ୍କାରେ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଘଟିଛି । ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ହରିଦ୍ବାରରୁ ଗ୍ୱାଲିଅର ଯାଉଥିବା କାଉଡ଼ିଆଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା | ଘଟଣାସ୍ଥଳରେ ୬ ଜଣ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଚାରିଦିନିଆ ଦିଲ୍ଲୀ ଗସ୍ତ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୫ ତାରିଖରେ ଶପଥ ଗ୍ରହଣ ସମାରୋହ ହେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ…

ବଲିଉଡକୁ କମ୍‌ବ୍ୟାକ୍ କରୁଛନ୍ତି ମଲ୍ଲିକା ଶେରାୱତ୍

ଖୁବ୍ ଶୀଘ୍ର କମ୍‌ବ୍ୟାକ୍ କରୁଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ।  ମଲ୍ଲିକା ଫିଲ୍ମ RK / RKAY ମାଧ୍ୟମରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ୭ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମ କରିନଥିବାରୁ ଲୋକଙ୍କ ଟାର୍ଗେଟରେ ରହିଥିବା ମଲ୍ଲିକା ସମାଲୋଚକମାନଙ୍କୁ ଉପଯୁକ୍ତ ଉତ୍ତର…

ବର୍ଷାରେ ଭିଜିବା ଦ୍ୱାରା ମିଳିଥାଏ ଏହି ଫାଇଦା

ବର୍ଷାରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମିଳିପାରେ । ଆସନ୍ତୁ ଜାଣିବା ଏହି ବିଷୟରେ ମିଳିଥାଏ ଭିଟାମିନ୍‌ ବି୧୨ ବର୍ଷା ପାଣି ବହୁତ ହାଲୁକା ହୋଇଥାଏ। ଏହାର ପିଏଚ୍‌ ଲେବଲରେ ବି ଅଲ୍‌କାଲାଇନ ରହିଥାଏ, ଯାହା ଆପଣଙ୍କ ମନକୁ ତୁରନ୍ତ ରିଫ୍ରେଶ୍‌ କରିଥାଏ। ବର୍ଷା…

କିନ୍ନରକୁ ଗଣ ଦୁଷ୍କର୍ମ

ଅନେକ ନିତୀ ନିୟମ ପ୍ରଣୟନ ହେବା ସତ୍ତ୍ବେ କିନ୍ନରଙ୍କୁ ସମାଜରେ ସମାନ ଅଧିକାର ମିଳି ପାରିନାହିଁ । କିନ୍ନରଙ୍କୁ ନିର୍ଯ୍ୟାତନା ଦେବା ନେଇ ଏକ ଅଭାବନୀୟ ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ କିନ୍ନରଙ୍କୁ ୧୫ ଜଣ ଦୁଷ୍କର୍ମ କରିବା ପରେ ମୃତ୍ୟୁମୁଖରେ ଛାଡି ଚାଲିଗଲେ ।…

ଏହି ଗଛକୁ ପୂଜା କଲେ ଦୂର ହୁଏ ଶନି ଦୋଷ

ଶ୍ରାବଣ ମାସର ଅମାବାସ୍ୟାକୁ ହରିୟାଲୀ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ । ଏଥର ଶ୍ରାବଣ ଅମାବାସ୍ୟା ଜୁଲାଇ ୨୮ ରେ ପଡ଼ୁଛି । ଅମାବାସ୍ୟାରେ ପୂଜା ପାଠ, ସ୍ନାନ ଦାନ କରିବା ଉତ୍ତମ ମନାଯାଇଥାଏ । ପରିବେଶ ଦୃଷ୍ଟିରୁ ମଧ୍ୟ ଏହାର ମହତ୍ୱ ରହିଛି । ଏହି ଦିନ ଗଛ ଲଗାଇବା ଦ୍ୱାରା ଶୁଭ ହୋଇଥାଏ । …

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍ଟ । 7738299899କୁ ଏସଏମ୍‌ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ। ସୂଚନା ଥାଉକି, ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ…

ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ରାଜ୍ୟବାସୀଙ୍କ ପକ୍ଷରୁ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସଫଳତା ପାଇଁ…

ପୁଞ୍ଜିଲାଲଙ୍କୁ ମିଳିଲାନି ଜାମିନ

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣ ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖରଜ । ଜାମିନ ଆବେଦନ ଖାରଜ ସହ ତ୍ୱରିତ ଶୁଣାଣି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାରେ କେଉଁମାନେ ସାକ୍ଷ୍ୟ ଦେବେ , ତାଲିକା ଦେବାକୁ ନିର୍ଦ୍ଦେଶ ରହିଛି । ତଳ କୋର୍ଟରେ…

ଜାତୀୟ ଫିଲ୍ମ ପୁରସ୍କାର, ଅଜୟ ଓ ସୁରିୟା ଶ୍ରେଷ୍ଠ ଅଭିନେତା

ଘୋଷଣା ହେଲା ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ । ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ ଅନ ସିନେମା ସମ୍ମାନ । ସୂର୍ଯ୍ୟ ଦେଓଙ୍କ ଲିଖିତ ବହି କାଲି ପାଇଁ କାଲିର ସିନେମା । ସୂର୍ଯ୍ୟ ଦେଓ ଙ୍କୁ ଜାତୀୟ ଫିଲ୍ମ ପୁରସ୍କାର । ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କାର ।…