ଭୂକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର
ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁରରେ ଭୂକମ୍ପ ଝଟକା | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଶୁକ୍ରବାର ସକାଳ ୭ଟା ୫୦ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହା ଦ୍ବୀପପୁଞ୍ଜର ଇଏସଇ!-->!-->!-->…
