ନିଟ୍ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯିବା ନେଇ ବିବାଦ
କେରଳରେ ନିଟ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଛାତ୍ରୀଙ୍କ ବାପା ପୋଲିସରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରୀକ୍ଷା ପାଇଁ ହଲରେ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ୍ ବେଳେ ଛାତ୍ରୀମାନଙ୍କୁ!-->…
