Odia News Portal

୩ ଦିନ ଛଟପଟ କରିବ ଗୁଳୁଗୁଳି

୩ ଦିନ ଛଟପଟ କରିବ ଗୁଳୁଗୁଳି । ବଢିବ ଦିନ ତାପମାତ୍ରା । ୩ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ତାତି ବଢିବା ସମ୍ଭାବନା ଅଛି । ବିଶେଷକରି ଉପକୂଳ ଓଡିଶାରେ କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଥିବା ସୂଚନା ଦେଇଛି

ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା କମିଶନରେଟ ପୁଲିସର ଜଣେ କନଷ୍ଟେବଲ ଗିରଫ

ରକ୍ଷକ ସାଜିଲା ଭକ୍ଷକ। ସୁରକ୍ଷା ଯୋଗାଉଥିବା ରକ୍ଷକ ଭକ୍ଷକ ସାଜିଲା | ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଉଥିଲା | କମିଶନରେଟ ପୁଲିସର ଜଣେ କନଷ୍ଟେବଲ | ତେବେ ଶେଷରେ ଗିରଫ ହୋଇଛି କନ୍ଷ୍ଟେବଳ । ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ମହିଳା

ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା

ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା | ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସଙ୍କ ପରଲୋକ | ୬୩ ବର୍ଷ ବୟସରେ ଆଖି ବୁଜିଛନ୍ତି ବିରାଜ ଦାସ । ଦୀର୍ଘଦିନ ହେବ କର୍କଟ ରୋଗ ସହ ସଂଘର୍ଷ କରି ଶେଷରେ ସେ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟସଭାରୁ ସୁବାସ ସିଂଙ୍କ ଇସ୍ତଫା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଆବଶ୍ୟକ ପଡ଼ିଲେ ୧୩ ଜୁନ୍‌ରେ ଭୋଟ । ୩ ଜୁନ୍‌ରେ ନାମାଙ୍କନପତ୍ର ଯାଞ୍ଚ ଓ ୬ ଜୁନ୍‌

ଭୁଲରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ

ବାସ୍ତୁ ଶାସ୍ତ୍ରରେ ବହୁତ ଗୁଡ଼ିଏ ଜିନିଷକୁ ବ୍ୟବହାର ବେଳେ ବାରଣ କରାଯାଇଛି । ଯାହାକି ଆମ ଦୈନନ୍ଦିନ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଏହା ଆମର ଆର୍ଥିକ ଦିଗ ପ୍ରତି ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଦେଖାଯାଇଛି ଯେ ଲୋକେ ପର୍ସରେ ଟଙ୍କା ବ୍ୟତୀତ ଅନେକ କିଛି ରଖିଥାନ୍ତି ।

ଆଗକୁ ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେବେ କରଣ ଜୋହର, ଜନ୍ମଦିନରେ କଲେ ଖୁଲାସା

ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମମେକର, ଡ଼ାଇରେକ୍ଟର,ଆକ୍ଟର ତଥା ଲେଖକ କରଣ ଜୋହର ନିଜ ୫୦ତମ ଜନ୍ମ ଦିନ ଆଜି ଅର୍ଥାତ ମେ ୨୫ ତାରିଖରେ ପାଳନ କରିଛନ୍ତି । ଆଉ ଆଜିର ଦିନରେ କରଣ ଜୋହର ଏକ ବିଶେଷ ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି । ଯେଉଁଥିରେ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି ମାନେ

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା,ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ

ଓଲ୍ଡଟାଉନ ଅଞ୍ଚଳ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି । ଘଟଣାରେ ପୋଲିସ ମାଡ଼ ଖାଇ

ଏଚଏଫଏମଡି ରୋଗ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ

ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ, ଫୁଟ୍, ମାଉଥ୍ ବା ଏଚଏଫଏମଡି ରୋଗୀ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଆରଏମ୍ଆରସିକୁ ସଂଦିଗ୍ଧଙ୍କ ନମୁନାର ଫଳାଫଳ ଓ

ସ୍କୁଲରେ ଗୁଳିକାଣ୍ଡ,୧୯ ଛାତ୍ର ମୃତ

ଆମେରିକା ଟେକ୍ସାସରେ ଏକ ପ୍ରାଇମେରୀ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷର ଯୁବକ ହଠାତ ସ୍କୁଲ ଭିତରକୁ ବନ୍ଧୁକ ଧରି ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ୧୯ ଜଣଙ୍କ ଛାତ୍ରଙ୍କ ସହ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ସ୍କୁଲ ଶିକ୍ଷକ ଅଛନ୍ତି । ଆମେରିକା ଟେକ୍ସାସର ଗଭର୍ଣ୍ଣର

ବିକାଶ ନାମରେ ତପସ୍ଥଳୀକୁ ଭୋଗସ୍ଥଳୀ କରିବା ଉଚିତ ନୁହେଁ: ଜଗତଗୁର ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର‌୍ୟ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ