ସାମାଜିକ ଗଣମାଧ୍ୟମରେ ମୋ ଛବି ଖରାପ କରିବାକୁ ଉଦ୍ୟମ କରୁଛନ୍ତି ଅନୁଭବ: କଟକ ସାଇବର ଥାନାରେ ବର୍ଷାଙ୍କ ଏତଲା
ଅଭିନେତା ତଥା ସାଂସଦ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି | ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷକୁ ଟାର୍ଗେଟ କରୁଥିବା ବେଳେ, ସେପଟେ ବର୍ଷା ଆଇନ ର ସାହାଯ୍ୟ ନେଇଛନ୍ତି | ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଲେ ଦେଇଛନ୍ତି ବର୍ଷା।
କଟକ ସାଇବର!-->!-->!-->…
