Odia News Portal

ଭାରତରେ ୫ଜିର ସଫଳ ପରୀକ୍ଷଣ

ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଭାରତର ୫ଜି କଲର ସଫଳ ପରୀକ୍ଷଣ । ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମ ୫ଜି କଲ କରିଛନ୍ତି । ଚେନ୍ନାଇ ସ୍ଥିିତ ଆଇଆଇଟି ମାଡ୍ରାସ ପ୍ରତିଷ୍ଠା ହୋଇଥିବା ୫ଜି ଟ୍ରାଏଲ ନେଟୱାର୍କରେ ଏହି ଫୋନ କରାଯାଇଛି । ଏଥିସହିତ ଦେଶର ପ୍ରଥମ ୫ଜି କଲ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୧୫ଟି ଜିଲ୍ଲାରେ ହେବ ଘଡ଼ଘଡ଼ି ସହ ବର୍ଷା | ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ଓ୍ୱର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ

ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ

ପ୍ରେମିକାର ଧୋକାକୁ ସହି ପାରିଲାନି ପ୍ରେମିକ | ଶେଷ ନେଇଛି ଚରମ ପଦକ୍ଷପ | ମୃତ୍ୟୁକୁ ଆଲିଙ୍ଗନ କରିଛି ପ୍ରେମରେ ଧୋକା ଖାଇଥିବା ପ୍ରେମିକ | ନିଜ ହାତରେ ନିଜ ହାତ ସିରା କାଟିବା ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି | ଖୋର୍ଦ୍ଧା ଜିଲ୍ଲା କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ

ଲାଲୁଙ୍କ ପିଚ୍ଛା ଛାଡୁନି ସିବିଆଇ

ପୁଣି ଲାଲୁ ଯାଦବଙ୍କ ଘରେ ପଶିଲା ସିବିଆଇ । ଏଥର ଗୋଖାଦ୍ୟ ନୁହେଁ, ରେଳମନ୍ତ୍ରୀ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ସୁରାକ୍ ପାଇଛି ସିବିଆଇ । ଲାଲୁ ନିଯୁକ୍ତି ବଦଳରେ ଜମି ହାତେଇଥିବା ଅଭିଯୋଗ ହୋଇଛି । କେବଳ ଲାଲୁ ନୁହଁନ୍ତି, ସମାନ ମାମଲା ଲାଲୁଙ୍କ ଝିଅ ମିସା

ଏ ଜନ୍ମରେ ପୁନଃମିଳନ ଅସମ୍ଭବ: ସାଂସଦ ଅନୁଭବ ମହାନ୍ତି

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଏକ ଟ୍ୱିଟ କରିଛନ୍ତି | ଗୁରୁବାର ଭିଡିଓରେ କରି ନିଜ ମନର କ୍ଷୋଭ ଓ ଅଭିମାନ ଭରା ଅନୁଭୂତିକୁ ବଖାଣିଥିଲେ ଅନୁଭବ । ତେବେ ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ

ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ

ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ କାର୍ଯ୍ୟର ଶୁଭାରମ୍ଭ

ନିର୍ମାଣାଧୀନ ସୁଡ଼ଙ୍ଗ ଧସିଲା, ଦବି ରହିଛନ୍ତି ୧୦ ଶ୍ରମିକ

ଜାମ୍ମୁ କାଶ୍ମୀରର ବାନିହାଲରେ ଏକ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ବେଳେ ସୁଡ଼ଙ୍ଗ ଧସିଯିବାରୁ ୪ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଲୋକ ଫସି ରହିଛନ୍ତି । ଗୁରୁବାର ରାତିରେ ବାନିହାଲର ଖୋନି ନାଲା ଅଞ୍ଚଳରେ ସୁଡ଼ଙ୍ଗ ମୁହାଣରେ ଏକ ଛୋଟ ଅଂଶ ଭୁଶୁଡ଼ି ପଡ଼ିଥିଲା। ଜାମ୍ମୁ କାଶ୍ମୀର

ବାଣୀବିହାରରେ ବନ୍ଦ ହେଲା ୮ କୋର୍ସ

ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି ସେଲ୍ଫ ଫାଇନାନ୍ସିଂ କୋର୍ଷରେ ସିଟ୍

ରାଜଧାନୀରେ ଫୁଟିଲା ବୋମା: ସହିଦନଗର ଥାନା ପୋଲିସର ତଦନ୍ତ ଜାରି

ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର | କେତେବେଳେ ବିଚ୍‌ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମାମାଡ଼ ହେଉଛି। କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି ସମାନ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି। ରାଜଧାନୀରେ ଫୁଟିଛି

ନୂତନ ରୂପ ନେବ କଟକ ଚଣ୍ଡୀ ମନ୍ଦିର

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର