Odia News Portal

ପୁରୀର ୧୩ ମଠକୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଜମି

ପୁରୀର ୧୩ ମଠକୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଜମି । ଶ୍ରୀ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାର୍ଶ୍ବର ୭୫ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ୍‌ ଆଦିକୁ ଅଧିଗ୍ରହଣ କରିଛନ୍ତି। ଏଥିରେ ଉଚ୍ଛେଦ ହୋଇଥିବା ୧୩ଟି

ନିଜ ପତ୍ନୀଙ୍କୁ ଦ୍ବିତୀୟ ଥର ବିବାହ କଲେ ସ୍ବାମୀ

ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ବାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର । ଯାହାକୁ

ଘରେ ରାଜି ନହେବା ସତ୍ତ୍ବେ ବର୍ଷାଙ୍କୁ ଭଲ ପାଇ ବାହାହେଲି, ତାହା ମୋ ଜୀବନର ବଡ଼ ଭୁଲ ଥିଲା: ଅନୁଭବ

ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା । ଜୀବନସାଥୀ ବାଛିବାରେ ଭୁଲ କରିଥିବା କହିଲେ ଅନୁଭବ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ନୂଆ

ରାଜ୍ୟରେ ଟମାଟୋ ଫ୍ଲୁ ସୂଚନା ମିଳିବା ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଟମାଟୋ ଫ୍ଲୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହା ଏକ ଭାଇରାଲ ରୋଗ । ଏହି ରୋଗ ହେଲେ ପିଲାଙ୍କ ଦେହ ସାରା ଫଳିଯିବା ସହ ଜ୍ୱର ହେବ । ପିଲାମାନେ ଖାଇବେନି ଓ ବାନ୍ତି ହେବ । ରାଜ୍ୟରେ କେତେ କେସ୍ ରହିଛି ତାହା ଜାଣିବା ପାଇଁ ସବୁ ମେଡିକାଲ

ଦେଶରେ ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ

ଦେଶରେ ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କମିଶନର କୋର୍ଟରେ ଏକ ହଜାର ଫଟୋ ଭିଡିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ସେପଟେ କମିଶନର ବାରଣାସିର କୋର୍ଟରେ ସର୍ଭେର ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ ଦୁଇ ଦିନ ସମୟ ନେଇଥିଲେ । ମେ ୧୪ରୁ ୧୬

ହାଇକୋର୍ଟରେ ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବିରୋଧ

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ଗଠନକୁ ହାଇକୋର୍ଟ ଓକିଲ ସଂଘର ବିରୋଧ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ପକ୍ଷରୁ ଅନୁରୋଧ କରାଯିବ ।

୩୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ରାଜଧାନୀବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମିଶନ ଶକ୍ତି ମହିଳାଙ୍କ

ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ ଉପରକୁ ଯାଇ ଭକ୍ତ କରିପାରିବେ ଦର୍ଶନ। ତେବେ ସ୍ନାନ ବେଦିରେ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଦଇତାପତି ନିଯୋଗ ସହ ଆଲୋଚନା ପରେ

ଆଜି ସିଦ୍ଧୁଙ୍କ ଭାଗ୍ୟ ନିର୍ଦ୍ଧାରଣ, ୩୪ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଶୁଣାଇବେ ରାୟ

କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୩୪ ବର୍ଷର ପୁରୁଣା ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ

ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ: ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାପମାତ୍ରା

କାଳବୈଶାଖୀ ଓ ବାତ୍ୟା ଆସନି ପ୍ରଭାବରେ ରାଜ୍ୟରେ ଗତ କିଛି ଦେଲା ଦିନର ତାପମାତ୍ରା ସ୍ୱାଭାବିକ ରହିଛି | ତେବେ ପାଣିପାଗ ବିଭୀଗ ଚଳିତବର୍ଷ ମୌସୁମୀ ଜଲ୍ଦି ଆସିବା ନେଇ ଆକଳନ କରୁଥିବା ବେଳେ, ଏବେ ଏହାରି ମଧ୍ୟରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ତିନି ଦିନରେ ରାଜ୍ୟରେ