Odia News Portal

ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର ଓ ପ୍ରସାର । ରାଜ୍ୟର ୩ ପ୍ରମୁଖ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିବା ପରେ ଏବେ ପ୍ରଚାର ମୈଦାନ କୁ ଓଲ୍ଲହାଇଛନ୍ତି ନେତା | ନିଜ ଦଳୀୟ ପ୍ରାଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି | ତେବେ ଏହାରି ମଧ୍ୟରେ ଆଜି ହେଉଛି

ଜୁନ୍‌ ୬ କିମ୍ବା ୭ରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ

ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ ଠିକଠାକ ରୁହେ ଜୁନ୍‌ ୬ କିମ୍ବା ୭ରେ

ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପାଖ ଅଞ୍ଚଳରେ ଚାଲିଛି ଖନନ । ତେବେ ଏହି ଖନନ ସମୟରେ ଏକ ପଥରର ସିଂହ ମୂର୍ତ୍ତି ବାହାରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ

ମସଜିଦ୍ ପରିସରରେ ଶିବଲିଙ୍ଗ,ସ୍ଥାନକୁ ସିଲ୍ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଉତ୍ତର ପ୍ରଦେଶର ପ୍ରସିଦ୍ଧ ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ହିନ୍ଦୁ ପକ୍ଷର ଓକିଲଙ୍କ ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି । ମସଜିଦର ବଜୁଖାନା ( ନମାଜ ପୂର୍ବରୁ ଗୋଡ଼ହାତ ଧୋଇବା ସ୍ଥାନ)ରେ ଶିବଲିଙ୍ଗ ମିଳିଥିବା ସେ ଦାବି କରିଛନ୍ତି । ଏହାପରେ ଶିବଲିଙ୍ଗ ମିଳିଥିବା

ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ

ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ହେଲେ ସରସ୍ବତୀ ସେଠୀ। ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଂଚାୟତ ବିଧାରପୁର ଗାଁ ରେ ଏହି ଅଘଟଣ ଘଟିଛି। ବିଦ୍ୟାଦରପୁର ପଞ୍ଚାୟତ ବିଧାରପୁର ଗାଁ ଏକ ନମ୍ବର ୱାର୍ଡର ସରସ୍ଵତୀ ସେଠୀଙ୍କ

ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷର ଜେଲ ଦଣ୍ଡ

ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷର ଜେଲ ଦଣ୍ଡ ସଜାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷର ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା, ଅନାଦେୟ ଏକ ବର୍ଷର କାରାଦଣ୍ଡର ଆଦେଶ ଦେଇଛନ୍ତି

କାହାକୁ ରାଜ୍ୟସଭା ପଠାଇବ ବିଜେଡି

କାହାକୁ ରାଜ୍ୟସଭା ପଠାଇବ ବିଜେଡି । ଚାରୋଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସୁପ୍ରିମୋଙ୍କ କୋଟେରୀ କାହା ଉପରେ କୃପା ଦୃଷ୍ଟି ପକାଇବେ, ତା ଉପରେ ସମସ୍ତଙ୍କ ନଜର । ସଂଖ୍ୟା ଦୃଷ୍ଟିରୁ ଚାରୋଟି ଯାକ ଆସନ ବିଜେଡି ହାତକୁ ଯାଉଥିବାରୁ ଦଳ 2024କୁ ନଜରରେ ରଖି ଚାରିଜଣ

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ । ନାଟମଣ୍ଡପ ଉପରେ ସଂପୃକ୍ତ ଯୁବକଙ୍କୁ ଦେଖିବା ପରେ ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ନାଟମଣ୍ଡପରୁ ଟେକି ନେଇଥିଲା ପୋଲିସ । ତେବେ ଯୁବକ ଜଣକ କଣ ପାଇଁ ନାଟମଣ୍ଡପ ଉପରେ ଚଢିଥିଲେ, ତାହା ସ୍ପଷ୍ଟ ଜଣାପଡିନାହିଁ ।

ଓଡିଶା ଆସିବେ ପ୍ରିୟଙ୍କା

ଖୁବଶୀଘ୍ର ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧି । ଚିନ୍ତନ ଶିବିରରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ସଙ୍ଗଠନ , ରାଜନୀତି, ଅର୍ଥନୀତି ଆଦି ୬ଟି ବିଷୟରେ ଆଲୋଚନା ହେଲା, ରାଜ୍ୟ କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ସେ କହିଛନ୍ତି । ‘ପରିବାରରୁ

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ନିୟମିତ କରିବା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ । ତେବେ ରାଜ୍ୟର ୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସଂଘ କହିବାନୁସାରେ,