ବର୍ଷାଙ୍କୁ ଭଗବଦ ଗୀତା ଦେଇଛନ୍ତି ଅନୁଭବ ମହାନ୍ତି
ଅଭିନେତ୍ରୀ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କୁ ପରାମର୍ଶ ଦେଲେ ଅଭିନେତା ଅନୁଭବ । ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି କଟକ ଜିଲ୍ଲା ଜଜଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିଲେ । ତେବେ!-->…
