Odia News Portal

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ; ଖନନ ଅନୈତିକ ଦର୍ଶାଇ ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଅଭିଯାନ ଅଭିଯୋଗ କରିଛି ଯେ, ଶ୍ରୀମନ୍ଦିର ଚାରିପଟେ ଅବୈଧ ଭାବେ ଖନନ କାମ ଚାଲିଛି ।

ଆଇଏଏସ ପୂଜା ସିଘଂଲ ସସ୍‌ପେଣ୍ଡ

ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର । ୨୦୦୦ ବ୍ୟାଚର ଆଇଏଏସ ତଥା ଝାଡଖଣ୍ଡର ଖଣି ସଚିବ ହେଉଛନ୍ତି ପୂଜା ସିଘଂଲ । ମନି ଲଣ୍ଡରିଂ ମାମଲାରେ କାଲି ପୁଜାଙ୍କୁ ଗିରଫ କରିଥିଲା ଇଡି । ପୂଜାଙ୍କ ନାଁରେ ମନରେଗା ଟଙ୍କା ହଡପ ଅଭିଯୋଗ ଥିଲା ।

ଜଙ୍ଗଲ ଅଭିବୃଦ୍ଧିରେ ଓଡ଼ିଶା ଆଗରେ

ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ । ତେବେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଡିଏଫଓ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେହିପରି ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ

ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଦୀର୍ଘ ଦିନ ଧରି

ରାଜଧାନୀରେ ଫୁଟିଲା ଗୁଳି: ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର

ରାଜଧାନୀର ରାଜରାସ୍ତାରେ ଫୁଟିଲା ଗୁଳି । ବରମୁଣ୍ଡା ହାଉସିଂ ପଡିଆରେ ପୋଲିସ ଏନକାଉଣ୍ଟର କରିଛି । ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଆହତ ହୋଇଛି । ଚକରା ସହ ୬ରୁ ୭ ହାର୍ଡକୋର ଅପରାଧି ଏକାଠି ହୋଇ ଲୁଟ ପ୍ଲାନ‌ ବେଳେ ଚେକମେଟ ଦେଲା ପୋଲିସ । ବନ୍ଧୁକ ଗୁଳି ଗୋଳା ଓ ହାତବୋମା ଧରି

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଜୁନ ୧୦ରେ ଓଡ଼ିଶାର ୩ ଆସନ ପାଇଁ ଭୋଟିଂ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ମେ ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୧୦ରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ । ମେ ୩୧ ରହିଛି ରାଜ୍ୟସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲର ଶେଷ

ତାଜମହଲକୁ ନେଇ ବିବାଦ ବଢିବାରେ ଲାଗିଛି

ତାଜମହଲକୁ ନେଇ ବିବାଦ ବଢିବାରେ ଲାଗିଛି। ଏବେ ତାଜମହଲର ବନ୍ଦଥିବା ୨୨ କୋଠରୀକୁ ନେଇ ସର୍ଭେ ପାଇଁ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଜମହଲ କିଏ ବନାଇଛି ସେ ନିଷ୍ପତ୍ତି ନେବା ଆମର କାମ ନୁହେଁ ବୋଲି କହିଛନ୍ତି

କ୍ୟାମ୍ପବେଲ ୱିଲସନ ହେଲେ ଏୟାର ଇଣ୍ଡିଆ ସିଇଓ

ଏୟାର ଇଣ୍ଡିଆ ଶେଷରେ ଏକ ସିଇଓ ପାଇଛି | ଟାଟା ସନ୍ସ ନ୍ୟୁଜିଲ୍ୟାଣ୍ଡର କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ନିଯୁକ୍ତ କରିଛନ୍ତି। ଏୟାର ଇଣ୍ଡିଆ ବୋର୍ଡ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ତେବେ ୱିଲସନଙ୍କ ନିଯୁକ୍ତିକୁ ବର୍ତ୍ତମାନ ଡିଜିସିଏ ଅନୁମୋଦନ ଆବଶ୍ୟକ।

ଆସନ୍ତୁ ଜାଣିବା ଏକ ନିଆରା ଭସା ଜଙ୍ଗଲ ବିଷୟରେ

ଅଷ୍ଟ୍ରେଲିଆର ସିଡନି ନିକଟ ହୋମ୍ବୁସ୍ ଉପସାଗର ସେଠା ଉପକୂଳରେ ବିଂଶ ଶତାବ୍ଦୀରେ କାର୍ଯ୍ୟକ୍ଷମ ଥିବା ଅନେକ ପାଣିଜାହାଜ ଏବେ ଅବ୍ୟବହୃତ ଓ ପରିତ୍ୟକ୍ତ ଅବସ୍ଥାରେ ଠୁଳ ହୋଇ ରହିଛି। ସେମାନଙ୍କ ଭିତରେ ରହିଥିବା ‘ଏସ୍ଏସ୍ ଆୟାରଫିଲ୍ଡ’ ନାମକ ୧୦୨ ବର୍ଷର ଜାହାଜଟି ପର୍ଯ୍ୟଟକମାନଙ୍କୁ ବିଶେଷ

ଦୁବାଇରେ ଆଖି ବୁଜିଲେ ଶିବସେନାର ବିଧାୟକ ରମେଶ ଲଟକେ

ଦୁବାଇରେ ଆଖି ବୁଜିଲେ ବିଧାୟକ । ଦୁବାଇ ବୁଲିବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ମୁମ୍ବାଇ ଅନ୍ଧେରୀ ପୂର୍ବରେ ଶିବସେନାର ବିଧାୟକ ରମେଶ ଲଟକେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ଦୁବାଇକୁ ନିଜର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ସେଠାରେ ୫୨