Odia News Portal

ମଦ ନିଶାରେ ଝିଅକୁ ଦୁଷ୍କର୍ମ କଲା ସଇତାନ ବାପା

ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା । ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ । ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି ।

ପୁରୀର ଅବିକଳ ଜଗନ୍ନାଥ ମନ୍ଦିର ଦିଘାରେ ତିଆରି ହେବ

ପୁରୀର ଅବିକଳ ଜଗନ୍ନାଥ ମନ୍ଦିର ଦିଘାରେ ତିଆରି ହେବାକୁ ଯାଉଛି । ଚାରିବର୍ଷ ତଳେ ମନ୍ଦିର ନିର୍ମାଣର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅକ୍ଷୟ ତୃତୀୟା ଦିନ ସେହି ମନ୍ଦିରର ସ୍କେଚ ପ୍ରକାଶିତ ହୋଇଛି । ବର୍ଷକ ମଧ୍ୟରେ ମନ୍ଦିର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଦୀଘାର ୨୨

ବାତ୍ୟା ଲ୍ୟାଣ୍ଡଫଲ କରିବନି -ଆଇଏମଡି ଡିଜି

୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳ ଭାଗ ଛୁଇଁବନି । ଓଡିଶା ହେଉ କି ଆନ୍ଧ୍ର , ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବନି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ବାତ୍ୟା ଲ୍ୟାଣ୍ଡଫଲ ନ କରି ବାତ୍ୟା ସମୁଦ୍ର

ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା:୯ରେ ଚୂଡ଼ାନ୍ତ ରାୟ

ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା । ଶନିବାର ଥିଲା ଡିମ୍ପଲ- ସୁମିତଙ୍କ ଶେଷ ମଧ୍ୟସ୍ଥତାର ତାରିଖ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ

ବିଶ୍ୱର ବିଚିତ୍ର ମନ୍ଦିର,ପାଖକୁ ଗଲେ ହୋଇଯାଏ ମୃତ୍ୟୁ

ଆପଣ ବିଶ୍ୱର ବିଚିତ୍ର ସ୍ଥାନ ବିଷୟରେ ଶୁଣିଥିଲେ। ଯେଉଁଠାରେ ରହସ୍ୟମୟ କାର୍ଯ୍ୟ ହୋଇଥାଏ। ଏଭଳି ଏକ ସ୍ଥାନ ତୁର୍କିରେ ରହିଛି । ସେଠାରେ ଥିବା ଏକ ମନ୍ଦିରକୁ ଥରେ ଗଲେ କେହି ବଞ୍ଚିକି ଆସିପାରେ ନାହିଁ ବୋଲି କୁହାଯାଏ। ଆସନ୍ତୁ ଜଣିବା ଏହି ମନ୍ଦରର ରହସ୍ୟ କଣ ରହିଛି। ଏହି ମନ୍ଦିର

ବାଣିଜ୍ୟ ଡିଗ୍ରୀଧାରୀଙ୍କ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସରକାରୀ ଶିକ୍ଷକ ପଦରେ ମିଳିବ ନିଯୁକ୍ତି

ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍‌ ଓ ପୋଷ୍ଟ୍‌ ଗ୍ରାଜୁଏଟ୍‌)ଙ୍କ ପାଇଁ ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ

ସିଲିଣ୍ଡର ହଜାରେ ପାର

ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି । ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡିବ ୧୦୨୬ ଟଙ୍କା । ବାରମ୍ବାର ଦର ବଢୁଥିବାରୁ କେମିତି ଚାଲିବ ପରିବାର ତାକୁ ନେଇ ଚିନ୍ତାରେ ଖାଉଟି । ଏହାସହ ଦର ବୃଦ୍ଧିକୁ ନେଇ

ସ୍ଥଳଭାଗ ଛୁଇଁବନି ବାତ୍ୟା

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ପରେ କାଲି ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୦ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୦

ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଲାଗୁ

ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି। ଦେଶରେ ରାଜନୈତିକ ଅସ୍ଥିରତା ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶୁକ୍ରବାର ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି, ଯାହା

ଆଜି ଅବପାତରେ ପରିଣତ ହେବ ଲଘୁଚାପ

ଆଣ୍ଡାମାନ ସାଗରରେ ଲଘୁଚାପ ଆଜି ଅବପାତରେ ପରିଣତ ହେବ । କାଲି ସଂଧ୍ୟା ସୁଦ୍ଧା ବାତ୍ୟା ଆଶଙ୍କା ରହିଛି । ୧୦ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିପାରେ । ପାଣିପାଗ ବିଭାଗର ସୂଚନା ଗତକାଲି ତୁଳନାରେ ମେଘଖଣ୍ଡ ଗୁଡିକ ଅଧିକ ଏକତ୍ରିତ ହୋଇଛି, ପବନର ବେଗରେ ବୃଦ୍ଧି ଘଟିଛି । ତେଣୁ