ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ
ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି।
୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର ତାପମାତ୍ରା । ଆଜିଠୁ!-->!-->!-->…
