ମାଟ୍ରିକ ପରୀକ୍ଷା ପ୍ରସ୍ତୁତି
ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ନେଇ ବିଏସଇ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, 3203 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 71 ହଜାର 909 ଜଣ ପିଲା ପରୀକ୍ଷା ଦେବେ । 315ଟି!-->…
